New Odia Album Rama Babu Jhia Ba Siye By P3 Production
ଆସୁଅଛି ନୂଆ ଓଡ଼ିଆ ଆଲବମ " ରାମ ବାବୁ ଝିଅ ବା ସିଏ "
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ର ସଫଳତା ପରେ ପୁଣି ସେହି ଗ୍ରୁପ ନେଇ ଆସିଛି ଏକ ନୂତନ ଧରଣର ଗୀତ ନେଇ ଯାହାର ନାମ "ରାମ ବାବୁ ଝିଅ ବା ସିଏ" P3 Cinescope ଏହି ଗୀତ ର ପ୍ରଯୋଜନା ଭରା ସମ୍ଭଳିଥିବା ତୁଲାଇଛନ୍ତି | ଏହି ଗୀତର କଣ୍ଠଦାନ ଓ ସଂଗୀତ ଭରା ତୁଲାଇଛନ୍ତି K.R. Soumya | ଗୀତିକାର ଶିବନ ସ୍ୱାଇଁ ଏହି ଗୀତଟିକୁ ଲେଖିଛନ୍ତି |

ନିର୍ଦେଶନା ଦାୟୀତ୍ୱରେ ଅଛନ୍ତି _ ପ୍ରତୀକ ମହାନ୍ତି
ଗୀତଟି ଯଥାଶୀଘ୍ର ମୁକ୍ତିଲାଭ କରିବା ପାଇଁ ଯାଉଛି ଭିର୍ଣ୍ଣ ଧରଣର ଗୀତ ହେବ ସହ କମେଡି ଆନ୍ଦାଜ଼ ଦର୍ଶକଙ୍କୁ ନିଶ୍ଚୟ ଛୁଇଁବ ବୋଲି ସମୁଦାୟ ବିଶ୍ୱାସ ଅଛି ବୋଲି କୁହନ୍ତି ପ୍ରଯୋଜକ | ଦେଖିବା ପାଇଁ ଆପେକ୍ଷା ରହିଲା ଗୀତଟି ଦର୍ଶକଙ୍କୁ କେତେ ମାତ୍ରାରେ ବାନ୍ଧି ପାରୁଛି
Trailor Of Rama Babu Jhia Ba Siye