div id='sidebarnbt'>

Wednesday 24 May 2017

New Odia Album Rama Babu Jhia Ba Siye By P3 Production

ଆସୁଅଛି ନୂଆ ଓଡ଼ିଆ ଆଲବମ " ରାମ ବାବୁ ଝିଅ ବା ସିଏ "
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ର ସଫଳତା ପରେ ପୁଣି ସେହି ଗ୍ରୁପ ନେଇ ଆସିଛି ଏକ ନୂତନ ଧରଣର ଗୀତ ନେଇ ଯାହାର ନାମ "ରାମ ବାବୁ ଝିଅ ବା ସିଏ"  P3 Cinescope ଏହି ଗୀତ ର ପ୍ରଯୋଜନା ଭରା ସମ୍ଭଳିଥିବା ତୁଲାଇଛନ୍ତି | ଏହି ଗୀତର କଣ୍ଠଦାନ ଓ ସଂଗୀତ ଭରା ତୁଲାଇଛନ୍ତି K.R. Soumya | ଗୀତିକାର  ଶିବନ ସ୍ୱାଇଁ  ଏହି ଗୀତଟିକୁ ଲେଖିଛନ୍ତି | 


ନିର୍ଦେଶନା ଦାୟୀତ୍ୱରେ  ଅଛନ୍ତି _ ପ୍ରତୀକ ମହାନ୍ତି

ଗୀତଟି ଯଥାଶୀଘ୍ର ମୁକ୍ତିଲାଭ କରିବା ପାଇଁ ଯାଉଛି ଭିର୍ଣ୍ଣ ଧରଣର ଗୀତ ହେବ ସହ କମେଡି ଆନ୍ଦାଜ଼ ଦର୍ଶକଙ୍କୁ  ନିଶ୍ଚୟ ଛୁଇଁବ ବୋଲି ସମୁଦାୟ ବିଶ୍ୱାସ ଅଛି ବୋଲି କୁହନ୍ତି ପ୍ରଯୋଜକ | ଦେଖିବା ପାଇଁ ଆପେକ୍ଷା ରହିଲା ଗୀତଟି ଦର୍ଶକଙ୍କୁ କେତେ ମାତ୍ରାରେ ବାନ୍ଧି  ପାରୁଛି 
Trailor Of Rama Babu Jhia Ba Siye 




0 comments:

Post a Comment

Popular Posts

Recent Posts

Unordered List

Text Widget

Powered by Blogger.